ମିଛ ସମ୍ବାଦ ପରିବେଶଣ କରି ଅଧିକାରୀଙ୍କ ଠାରୁ ହରିଲୁଟ କରିବାରେ ମାହିର
ଭୂବନେଶ୍ୱର (୧୬/୧୦)- ଅଳକା ନଦୀ ଖନନ ଉପରେ ବାହାରିଥିବା ସମ୍ବାଦ ପରିବେଶଣ କେତେଦୂର ସତ ତାହା ମାଆ ଗଙ୍ଗେଇକୁ ଜଣା କୋଟି କୋଟି ଟଙ୍କା ହରିଲୁଟ କରିଥିବା କହୁଥିବା ସାମ୍ବାଦିକ ସେ ବିଗତ ଦିନରେ ତିଆର ଜେଲରେ ରହି କାଳାତିପାତ କରୁଥିଲେ .ଏକ ଲଜ୍ୟା ଜନକ ବିଷୟ ପାଲଟିଛି ଯେ ଅଳାକା ନଦୀ ଖନନ ସାମ୍ବାଦିକ ପରିବେଶଣ କରିଥବା ସମ୍ବାଦିକକୁ ଜଣାନାହିଁ ଯେ ଅଳକା ନଦୀଟି ଡ୍ରେନେଜ ବିଭାଗର ବୋଲି .ସଠିକତଥ୍ୟ ନପାଇ ମୁଣ୍ଡ ପାଗଳଭଳି ସମ୍ବାଦ ପରିବେଶଷଣ କରିଥିବାରୁ ହାସ୍ୟାସ୍ୱଦ କରାଯାଉଛି .କିଛି ଦଲାଲ ସାସ୍ୱାଦିକ ମଝିରେ ମଝିରେ ଭଲଭଲ ଅଧିକାରୀଙ୍କୁ ଟାର୍ଗେଟ କରି ଟଙ୍କା ମାଗୁଛନ୍ତି ନଦେଲେ ଏହିଭଳି ଭୁଲ ସମ୍ବାଦ ପରିବେଷଣ କରୁଛନ୍ତି . ଏଠି ଏକ ପ୍ରଶ୍ନ ଉଠୁଛି ଯେ ଜଳସମ୍ପଦ ବିଭାଗର ଅଧିକାରୀ କୋଟିକୋଟି ଟଙ୍କା ହରିଲୁଟ କରୁଥିବା ବେଳେ ଏ ଭଦ୍ର ସାମ୍ବାଦିକ ଜଣଙ୍କ କୁଆଡେ ଥିଲେ ସେ ବହ୍ମପୁର ଯାଇ ଟଙ୍କା ଖାଉଛନ୍ତି ବୋଲି ଏ ଜାଣିଲେ କିପରି ? ନା ତାଙ୍କୁ ଟଙ୍କା ମାଗିବାରୁ ସେ ନଦେବାରୁ ଏ ସବୁ ଭୁଲ ତଥ୍ୟ ପ୍ରକାଶ କରୁଛନ୍ତି ତାହା ସାଧାରଣରେ ଚର୍ଚ୍ଚା ଜୋରଧରିଛି ବୁଲେଇ କି ଜାଲ ବିଛାଉଛି ତାହା ସହିତ ଅଛି ବେମାରିଆ ସାମ୍ବାଦିକ.
ଜଗତସିଂହପୁର ଜିଲ୍ଲାରେ ଡ୍ରେନେଜ ବଭାଗର କାମରେ ଜଳମ୍ପଦ ବିଭାଗର ଅଧିକାରୀ ଶତପଥୀ ଟଙ୍କା ହରିଲୁଟ କଲେ କିପରି ? ଡ୍ରେନେଜ ବିଭାଗର ଅଧିକାରି କରୁଥିଲେ କଣ ?ଏ କିପରି ଏଭଳି ଭୁଲ ତଥ୍ୟ ପ୍ରସାରଣ କରୁଛନ୍ତି ତାହା ସାଧରଣରେ ଚର୍ଚ୍ଚା ଜୋର ଧରିଛି .ସାମ୍ବାଦିକକୁ ପଚାରିଲେ ସେ ସଠିକ ଭାବେ କହିପାରୁନାହାଁନ୍ତି ତାଙ୍କୁ ଜଣାନାହିଁ . ଯେ ଶତପଥୀ ଅଳକା ନଦୀ ଖନନ କାର୍ଯ୍ୟର ଅଧିକାରୀ ନୁହଁନ୍ତି ବୋଲି . ଢାବା ମାରି କଥା କହିବାରେ ମାହିର. ଭୁଲକୁ ଠିକ କରିଦେବେ ବୋଲି କହୁଛନ୍ତି .ଯଦି ଆରଟିଆଇ ମାଗିଛନ୍ତି ତାହେଲେ ସେଥିରେ ଡ୍ରେନେଜ ଅଧିକାରିଙ୍କ ନାମଟି ଭୁଲ କିପରି ମିଳିଲା ଏହି ସମ୍ବନ୍ଧରେ ବାଲିକୁଦା ଏସପି ଜେନାକୁ ପଚାରିଲେ ସେ କୁହୁଛନ୍ତି ି ମୁଁ ଏ ବିଷୟରେ ଜାଣିନି କି କହିନ ବୋଲି.ତାହାେଲେ ଏ ସମ୍ବାଦ ପରିବେଷଣ କରୁଥିବା ସାସ୍ୱାଦିକ ପୂର୍ବରୁ ବହୁ ଦଲାଲ କେଷରେ ଅନ୍ତର୍ଭୁକ୍ତ ଥିବାର ସଧାରଣରେ ଚର୍ଚ୍ଚା ଜୋର ଧରିଛି ସମସ୍ତଙ୍କୁଠାରୁ ଟଙ୍କା ଖାଇବାରେ ମାହିର, ନଦେଲେ ମିଛରେ ବ୍ଲାକ ମେଲ କରେ. ପ୍ରତ୍ୟେକ ଜିଲ୍ଲାକୁ ଯାଇ ବୁଲି ସବୁ ଅଧିକାରି ବିଭାଗରେ ବୋଧେ ଏଭଳି ଟଙ୍କା ମାଗନ୍ତି ନଦେଲେ ୍ଯାହାପାଆନ୍ତି ତାହା ଲେଖନ୍ତି. ଏଭଳିି ଭୁଲ ପରିବେଶଣ କରିଥିବା ସାସ୍ୱାଦିକକୁ ପଚାରିଲେ କହୁଛନ୍ତି ି ଜାଣିନି କାଲି ସଂଶୋଧନ କରିଦେବି . ଏଭଳି ବୁଲି ବୁଲି ହରିଲୁଟ କରୁଥିବା ସାମ୍ବାଦିକର ତଦନ୍ତ କରାଯାଉ ଯେ ସେ ପୂର୍ବରୁ କିିଭଳି ଦଲାଲ କରି ସରକାରଙ୍କ ଜାଲରେ ଧରାପଡିଥିଲେ କିଭଳି ଦଲାଲ କରି ଲକ୍ଷାଧୀକ ଟଙ୍କା ହରିଲୁଟ କରିଥିଲେ ସରକାରଙ୍କର ଅର୍ଥକୁ . ସେଥୀପ୍ରତି ତଦନ୍ତ କରାଯାଉ .ପୁଣି ଅଫିସର ଏବଂ ଅଧିକାରୀ ମାନଙ୍କ ଉପରେ କାୟା ବିସ୍ତାର କରିବାରେ ଲାଗିଲାଣି ତାହା ଉପରେ କ୍ରାଇମ ବ୍ରାଂଚ ତଦନ୍ତ କରାଯାଉ. ଜଗତସିଂହପୁରରେ ମଧ୍ୟ ତାହା ସହିତ ସଂଶ୍ଲିଷ୍ଟ ଜନୈକ ସମ୍ବାଦିକ ନିଜ ଦେହ ଖରାପ ନାମରେ ମଧ୍ୟ ବିଭିନ୍ନ ଅଧିକରି ମାନଙ୍କୁ ଟଙ୍କା ମାଗିବାର ଦେଖା ଯାଉଛି କପୁର ଗଲାଣି କନାକୁ ଧରି ଜୋରରେ ଧରି ଚିଲାଇ କଥା କହୁଥିବାର ଚର୍ଚ୍ଚା ହେଊଛି. ଅଧିକାରୀ ମିଛ ସମ୍ବାଦ ପରିବେଶଣ କରୁଥିବା ସମ୍ବାଦିକମାନଙ୍କ ନାମରେ ମାନହାନୀ କେଷ କରିବେ ବୋଲି ବିଶେଷ ସୁତ୍ରରୁ ପ୍ରକାଶ .
ଆଗାମୀ ଦିନରେ ସମସ୍ତ ତଥ୍ୟ ଖୁଲମ ଖୋଲା ପ୍ରକାଶ କରାଯିବ ଅଭିୟାଂଶ ସମାଚାର ମାଧ୍ୟମରେ .କିଭଳି ଟଙ୍କା ମାଗୁଛନ୍ତି କିଭଳି ଅଫିସର ମାନଙ୍କୁ ଧମକ ଦେଉଛନ୍ତି ତାହା ସ୍ପଷ୍ଟ କରାଯିବ.ମିଛ ସମ୍ବାଦ ପରିବେଶଣ କରି ଅଧିକାରୀଙ୍କ ଠାରୁ ହରିଲୁଟ କରିବାରେ ମାହିର ଏହି ଦଲାଲ ସମ୍ବାଦିକ .