ଭୁବନେଶ୍ୱରରେ ‘ମିଆ ବାୟ ତନିସ୍କ’ ର ତୃତୀୟ ଏକ୍ସବ୍ଲୁସିଭ୍ ଷ୍ଟୋର •ଅକ୍ଟୋବର ୩୧ ପର୍ଯ୍ୟନ୍ତ ୨୦% ପର୍ଯ୍ୟନ୍ତ ରିହାତି

ଭୁବନେଶ୍ୱରରେ ‘ମିଆ ବାୟ ତନିସ୍କ’ ର ତୃତୀୟ ଏକ୍ସବ୍ଲୁସିଭ୍ ଷ୍ଟୋର  •ଅକ୍ଟୋବର ୩୧ ପର୍ଯ୍ୟନ୍ତ ୨୦% ପର୍ଯ୍ୟନ୍ତ ରିହାତି

ଭୁବନେଶ୍ୱରରେ ‘ମିଆ ବାୟ ତନିସ୍କ’ ର ତୃତୀୟ ଏକ୍ସବ୍ଲୁସିଭ୍ ଷ୍ଟୋର

•ଅକ୍ଟୋବର ୩୧ ପର୍ଯ୍ୟନ୍ତ ୨୦% ପର୍ଯ୍ୟନ୍ତ ରିହାତି

ଭୁବନେଶ୍ଵର(ଅଭିୟାଂଶ ସମାଚାର )  :ଭାରତର ଟ୍ରେଣ୍ଡି ତଥା ବହୁ ମୂଲ୍ୟବାନ ଫାଇନ୍ ଜୁଏଲେରୀ ବ୍ରାଣ୍ଡ୍ ‘ମିଆ ବାୟ ତନିସ୍କ’ ଭୁବନେଶ୍ଵରର ସୌଭାଗ୍ୟନଗରଠାରେ ଏହାର ତୃତୀୟ ଏକ୍ସକ୍ରୁସିଭ୍ ବ୍ରାଣ୍ଡ୍ ଷ୍ଟୋର ଖୋଲିଛି।ନିଜର ଅଭିନବ କାରିଗରୀ ଏବଂ ଟ୍ରେଣ୍ଡି ଡିଜାଇନ୍ ପାଇଁ ଜଣା ‘ମିଆ’ ଓଡ଼ିଶାରେ ଏହାର ରିଟେଲ୍‌ ଉପସ୍ଥିତି ବଢ଼ାଉଛି ଏହି ନୂଆ ଷ୍ଟୋର ସହିତ ରାଜ୍ୟରେ ‘ମିଆ’ ର ଷ୍ଟୋର ସଂଖ୍ୟା ୭ରେ ପହଞ୍ଚିଛି। ଭୁବନେଶ୍ୱରରେ ଏହା ତୃତୀୟ ଷ୍ଟୋର ଏଥିସ‌ହିତ ଓଡ଼ିଶାରେ ପୁନଃ ଉପସ୍ଥିତି ମଜଭୂତ କରିଛି ବ୍ରାଣ୍ଡ୍। ଏହି ଅନନ୍ୟ ବିରାସତ୍ ବ୍ରାଣ୍ଡର ଅଫରିଂରେ ଶୋଭା ଯୋଡୁଛି ଏହାର ଯୁବକୈନ୍ଦ୍ରିକ ଏବଂ ସୁଗମ ସ୍ପିରିଟ୍‌କୁ ଏହା ଦର୍ଶାଉଛି।ଷ୍ଟୋର ଉଦ୍‌ଘାଟନ କରିଛନ୍ତି ମିଆ ବାୟ ତନିସ୍କ’ର ରିଜିଓନାଲ ବିଜ୍‌ନେସ ହେଡ୍ ସୋମପ୍ରଭ କୁମାର ସିଂହ ଏବଂ ସର୍କଲ ବିଜ୍‌ନେସ ହେଡ୍ ଆଲୋକ ରଞ୍ଜନ। ଏହି ନୂଆ ଷ୍ଟୋରଟି ଭୁବନେଶ୍ୱର ବରମୁଣ୍ଡା ସୌଭାଗ୍ୟନଗରସ୍ଥିତ ପ୍ଲଟ୍ ନମ୍ବର ୧୧୨୩/୩୮୪୬ ରେ ଖୋଲିଯାଇଛି। ମିଆର ରିଟେଲ ସମ୍ପ୍ରସାରଣ ଯାତ୍ରାରେ ଏହା ଏକ ବଡ଼ ମାଇଲଖୁଣ୍ଟପାର୍ବଣ ଅବସରରେ ଏହି ନୂଆ ଷ୍ଟୋର୍‌ର ଉଦ୍‌ଘାଟନ ଗ୍ରାହକଙ୍କୁ ଆକ୍ସେସେବଲ ଏବଂ ପର୍ସନାଲାଇଜ୍‌ଡ ସପିଂ ଅନୁଭୂତି ପ୍ରଦାନ କରୁଛି। ଏହାସହିତ ପାର୍ବଣ ସପିଂର ଉପଯୁକ୍ତ ସ୍ଥଳ ଭାବେ ନୂଆ ଷ୍ଟୋରକୁ ଉପସ୍ଥାପନ କରିଛି ‘ମିଆ ବାୟ ତନିସ୍କ’।ପାର୍ବଣ ସେଲିବ୍ରେଶନକୁ ବଢ଼ାଇବା ପାଇଁ ଉଦ୍‌ଘାଟନୀ ଅଫର ଭାବେ ୨୦୨୪ ଅକ୍ଟୋବର ୩୧ ପର୍ଯ୍ୟନ୍ତ ୨୦% ପର୍ଯ୍ୟନ୍ତ ରିହାତି ଅଫର ରହିଛି। ୧୦୦୦ ବର୍ଗଫୁଟ ପରିମିତ ସ୍ଥାନରେ ଏହି ଷ୍ଟୋର ନିର୍ମିତ । ଷ୍ଟୋର୍‌ରେ ଟ୍ରେଣ୍ଡି ଏବଂ ସମସାମୟିକ ୧୪ କ୍ୟାରେଟ୍ ଓ ୧୮ କ୍ୟାରେଟ୍ ଗହଣା ଡିଜାଇନ୍‌ର ବ୍ୟାପକ ସମ୍ଭାର ରହିଛି। ଷ୍ଟୋରରେ ମିଆର ନୂଆ ପାର୍ବଣ ସମ୍ଭାର ଏବଂ ଆକର୍ଷଣୀୟ କଲର୍ ଷ୍ଟୋନ୍, ଚମକ୍ଦାର ସୁନା, ଉଜ୍ଜ୍ଵଳ ହୀରା ଏବଂ ଦୀପ୍ତିମାନ ରୁପା ଗହଣାର ଅତି ସୁନ୍ଦର ପିସ୍‌ଗୁଡ଼ିକ ଉପଲବ୍ଧ। ଗ୍ରାହକଙ୍କ ବହୁବିଧ ଆବଶ୍ୟକତା ଅନୁସାରେ ଭଳିକି ଭଳି କାନଫୁଲ, ହୁପ୍, ଷ୍ଟଡ୍‌ସ, ଫିଙ୍ଗର ରିଙ୍ଗ୍, ବ୍ରେସ୍‌ଲେଟ୍, ଇୟର୍ କଫ୍, ପେଣ୍ଡେଣ୍ଟ, ନେକ୍‌ୱେର୍‌ ଏବଂ ମଙ୍ଗଳସୂତ୍ର ରହିଛିଫ୍ୟାସନେବଲ ଏବଂ ଅନନ୍ୟ କଲେକ୍ସନ ପାଇଁ ଜଣା ମିଆ ବାୟ ତନିସ୍କ’ରେ ସାମାନ୍ୟ ଏବଂ ଷ୍ଟାଇଲିସ୍ ସ୍ପର୍ଶ ସହିତ ଅତ୍ୟନ୍ତ ଆକର୍ଷଣୀୟ ଡିଜାଇନ୍ ରହିଛିସର୍ବୋତ୍ତମ ସେବା ପ୍ରଦାନ ଲାଗି ମିଆ ଷ୍ଟୋରରେ ମୈତ୍ରୀପୂର୍ଣ ଷ୍ଟାଫ୍ ରହିଛନ୍ତି।ଉଦ୍‌ଘାଟନୀ ଅବସରରେ ‘ମିଆ ବାୟ ତନିସ୍କ’ର ରିଜିଓନାଲ ବିଜ୍‌ନେସ ହେଡ୍ ସୋମପ୍ରଭ କୁମାର ସିଂହ କହିଲେ ଯେ, ଭୁବନେଶ୍ୱରରେ ତୃତୀୟ ଷ୍ଟୋରର ଉଦ୍‌ଘାଟନ କରି ଆମେ ଅତ୍ୟନ୍ତ ଉତ୍ସାହିତ। ଏଠାକାର ଆଧୁନିକ ମହିଳାଙ୍କଠାରୁ ଗ୍ରହଣ କରିଥିବା ଭଲ ପାଇବା ଏବଂ ସମର୍ଥନରୁ ପ୍ରେରିତ ହୋଇ ଏ ଷ୍ଟୋର ଖୋଲାଯାଇଛିସ୍କୋର୍‌ର ଆକର୍ଷଣୀୟ ଓପନ୍-ଫର୍ମାଟ, ଯାହାକି ଗୋଲାପୀ ଏବଂ ସୁନେଲି ସେଡ୍‌ରେ ଡିଜାଇନ୍ ହୋଇଛି, ଏହା ଏକ ସ୍ବାଗତପୂର୍ଣ୍ଣ ପରିବେଶ ସୃଷ୍ଟି କରୁଛି। ଆମର ତାଲିମପ୍ରାପ୍ତ ଏବଂ ମୈତ୍ରୀପୂର୍ଣ ଷ୍ଟାଫ ପ୍ରତ୍ୟେକ ଗ୍ରାହକଙ୍କୁ ଆନନ୍ଦପୂର୍ଣ ସପିଂ ଅନୁଭୂତି ପ୍ରଦାନ କରିବେ ସାମ୍ପ୍ରତିକ ଫ୍ୟାଶନ-ସଚେତନ ମହିଳା, ଯେଉଁମାନେ ଗହଣାକୁ ସେମାନଙ୍କ ବ୍ୟକ୍ତିତ୍ୱର ଏକ ଭାବ ଭାବେ ବିବେଚନା କରିଥାନ୍ତି।ସେମାନଙ୍କ ଆବଶ୍ୟକତାକୁ ମିଆ ବୁଝିଥାଏ। ଏହି ଲଞ୍ଜି ସହିତ ସହରର ବହୁ ମୂଲ୍ୟବାନ ଗ୍ରାହକଙ୍କୁ ଆମେ ସ୍ମରଣୀୟ ଅନୁଭୂତି ଦେବାର ପ୍ରତିବଦ୍ଧତାକୁ ପ୍ରମାଣିତ କରିଛୁ ଆମ ବିସ୍ତୃତ ସମ୍ଭାରରେ ହାଲୁକା ତଥା ଭାବପୂର୍ଣ୍ଣ ଭାବେ ଡିଜାଇନ୍ ହୋଇଥିବା ଗହଣା ପିସ୍ ରହିଛି, ଯାହାକି ମହିଳାଙ୍କ ପରିବର୍ତ୍ତିତ ସ୍ବାଦ ଅନୁସାରେ ପ୍ରସ୍ତୁତ। ପ୍ରତ୍ୟେକ ଗହଣା ଏକ ଫ୍ୟାଶନ ଷ୍ଟେଟ୍‌ମେଣ୍ଟ ତିଆରି କରୁଛିଭୁବନେଶ୍ୱରରେ ଆମର ତୃତୀୟ ଷ୍ଟୋରକୁ ସଭିଙ୍କୁ ସ୍ବାଗତ ପାର୍ବଣରେ ସହରବାସୀଙ୍କ ଜୀବନ ଆନନ୍ଦ ଏବଂ ସମୃଦ୍ଧିରେ ଭରିଯାଉ ତାହା ଆମର କାମନା ରହିବ । ସମ୍ପ୍ରତି ଷ୍ଟୋରରେ ମିଆ ଡିସ୍କୋ’ କଲେକ୍ସନ ରହିଛି, ଯାହାକି ଆଇକନିକ୍ ସେଭେଣ୍ଟିଜ୍ ଡିସ୍କୋ ଏରାର ଚମତ୍କାର ଶକ୍ତି ଏବଂ ବୋଲ୍‌ଡ ଗ୍ଲାମରକୁ ଏକ ସମ୍ମାନଏ କଲେକ୍ସନରେ ମଡ୍ୟୁଲାର ଗହଣାର ବିବିଧତା ରହିଛିଫଳରେ ଗୋଟିଏ ଗହଣାରେ ଜଣେ ଏକାଧିକ ଲୁକ୍ ପାଇପାରି ଷ୍ଟୋରରେ ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ‘ଲଭଷ୍ଟ୍ରକ୍‌’ କଲେକ୍ସନ ରହିଛି, ଯାହାକି ଅତି ସୁନ୍ଦର ନାଚୁରାଲ ଡାଏମଣ୍ଡ, ଏକ ସ୍ବତନ୍ତ୍ର ହାର୍ଟ–ସେପ୍‌ଉଁ ସଲିଟାୟାରରେ ପ୍ରସ୍ତୁତ ୧୪ କ୍ୟାରେଟ୍‌ ସୁନାରେ ଏହା ତିଆରି ହୋଇଛି । ସ୍ବତନ୍ତ୍ର ଅବସରକୁ ପାଳନ କରିବା ପାଇଁ ସଲିଟାୟାରରେ ପ୍ରସ୍ତୁତ ସ୍ବତନ୍ତ୍ର ଏବଂ ଅର୍ଥପୂର୍ଣ୍ଣ ଚଏସ୍ ରହିଛି୧୪ କ୍ୟାରେଟ୍‌ ଏବଂ ୧୮ କ୍ୟାରେଟ୍‌ରେ ପ୍ରସ୍ତୁତ ନୂଆ ଏଭିଲ୍ ଆଇକଲେକ୍ସନ ନ ଗ୍ରାହକଙ୍କୁ ସଶକ୍ତ 
କରିବ।