ଜଗତସିଂହପୁର ସାଂସଦ ପ୍ରାଥୀ ରାଜଶ୍ରୀ ମଲିକ ଏବଂ ତିର୍ତୋଲ ବିଧାୟକ ପ୍ରାଥୀ ରମାକାନ୍ତ ଭୋଇ ନାମାଙ୍କନ ପତ୍ର ଦାଖଲ

ଜଗତସିଂହପୁର ସାଂସଦ ପ୍ରାଥୀ ରାଜଶ୍ରୀ ମଲିକ ଏବଂ ତିର୍ତୋଲ ବିଧାୟକ ପ୍ରାଥୀ ରମାକାନ୍ତ ଭୋଇ ନାମାଙ୍କନ ପତ୍ର ଦାଖଲ

ବଡ ପଟୁଆର ରେ ମା ଶାରଳା ଙ୍କ ଆଶୀର୍ବାଦ ନେଇ ପ୍ରାଥୀ ପତ୍ର ଦାଖଲ କଲେ ଜଗତସିଂହପୁର ସାଂସଦ ପ୍ରାଥୀ ରାଜଶ୍ରୀ ମଲିକ ଏବଂ ତିର୍ତୋଲ ବିଧାୟକ ପ୍ରାଥୀ ରମାକାନ୍ତ ଭୋଇ. ତିର୍ତୋଲ ବ୍ଲକ ଅଧକ୍ଷ ମନୋଜ କୁମାର ବେହେରା ଏବଂ ଶତାଧିକ ଶୁଭେଛୁ ଙ୍କ ସହିତ ନିଜର ନାମାଙ୍କନ କରିବା ସହିତ ସାଂସଦ ପ୍ରାଥୀନି ରାଜଶ୍ରୀ ମଲିକ ଯୋଡି ଶଙ୍ଖ କୁ ସମସ୍ତେ ଆଶୀର୍ବାଦ କରନ୍ତୁ ବୋଲି ରାଜଶ୍ରୀ ମଲିକ କହିଛନ୍ତି. ଅପରି ପକ୍ଷରେ ତିର୍ତୋଲ ଅଞ୍ଚଳ ରେ ନୂଆ ବିଧାୟକ ପ୍ରାଥୀ ଭାବରେ ରମାକାନ୍ତ ଭୋଇ ଙ୍କୁ ପାଇ ଖୁସିର ବାତାବରଣ ଦେଖିବାକୁ ମିଳିଛି.