ଆଦିକବି ସାରଳା ଦାସ ସସ୍ମୁତି ଭବନ ସମ୍ମୁଖରେ ଥିବା ଔଟର ଫାଉଟେଂନ୍ ର ଅବସ୍ଥା ଶୋଚନୀୟ

ଆଦିକବି ସାରଳା ଦାସ ସସ୍ମୁତି ଭବନ ସମ୍ମୁଖରେ ଥିବା ଔଟର ଫାଉଟେଂନ୍ ର ଅବସ୍ଥା ଶୋଚନୀୟ

ଜଗତସିଂହପୁର ସହରରେଥିବା ଆଦିକବି ସାରଳା ଦାସ ସସ୍ମୁତି ଭବନ ସମ୍ମୁଖରେ ଥିବା ଔଟର ଫାଉଟେଂନ୍ ର ଅବସ୍ଥା ଶୋଚନୀୟ। ଜଗତସିଂହପୁର ଜିଲ୍ଲା ପୈରପରିଷଦର ଥିବା ଆଦିକବି ସାରଳା ଦାସ ସସ୍ମୁତି ଭବନ ସମ୍ମୁଖରେ ଥିବା ଆଜକୁ ଦିର୍ଘ ଦିନ ଧରି ଔଟର ଫାଉଟେଂନ୍ ର ଅଚଳ ହୋଇ ପଡିଛି।

ଏହାର ୨୦୨୧ ମସିହାରେ ଶୁଭ ଉଦ୍ଘାଟନ କରିଥିଲେ ବିଧାୟକ ପ୍ରଶାନ୍ତ ମୁଦୁଲି ସମ୍ମାନୀୟ ଅତିଥି ପୂର୍ବତନ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଉପସ୍ଥିତ ଥିଲେ ପୈରପରିଷଦର ପୂର୍ବତନ ନିର୍ବାହୀ ଅଧିକାରୀ ବିମଳ ଲେଙ୍କା । କିନ୍ତୁ ଦୁଃଖର ବିଷୟ ପ୍ରତ୍ୟେକ ଦିନ ଲୋକ ମାନେ ଏଠାରେ ବସି ଆନଦର ମଜା ନିଅନ୍ତି । ଏହାକୁ ମରାମତି କରିବା ପାଇଁ ଦିର୍ଘ ଦିନ ଦାବି ହୋଇଥିଲେ ମଧ୍ୟ ଏହା ପ୍ରତି ପ୍ରଶାସନ  ଦୁଷ୍ଟି ଦେବାକୁ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଶୀର୍ବାଦ ସେବା ସଂଗଠନର ସଭାପତି ଜଗନ୍ନାଥ ବେହେରା ଦାବି କରିଛନ୍ତି।